ସିତିକାର Sitikāra

  • ଗ୍ରା. ବି [ସଂ. ସୀତ୍କାର] — ସୀତକାର [ଦେଖ] — Sī-kāra (See)
  • ଗ୍ରା. ବି [ସଂ. ସୀତ୍କାର] — [ଉ—କହେ ଉପଇନ୍ଦ୍ର ସିତିକାରେ ବକ୍ରେ ଚୁମ୍ବି ପତି ମୁଖେ ବୋଲେ ରୀତି ତୋ ଏ ନା—ଭଞ୍ଜ, ରସପଞ୍ଚକ।]