ସିତାଶ୍ୱ Sitāṡwa

  • ସଂ. ବି — (କର୍ମଧା) ଧଳା ଘୋଡ଼ା — White horse
  • ସଂ. ବି — (ବହୁବ୍ରୀହି) ଅର୍ଜୁନ — The 3rd Pāṇḍaba brother
  • ସଂ. ବି — (ବହୁବ୍ରୀହି) ଚନ୍ଦ୍ରମା (ହି. ଶ) — Moon