ସିତାଭ Sitābha

  • ସଂ. ବିଣ. ପୁଂ. (ସିତ+ଆଭା; ବହୁବ୍ରୀହି) — ଶୁକ୍ଳ ଆଭାଯୁକ୍ତ — Having a white lustre
  • ସଂ. ବି — କର୍ପୂର — Camphor
  • ସଂ. ବି — ଚନ୍ଦ୍ର — The moon