ସିତାନନ Sitānana

  • ସଂ. ବିଣ. ପୁଂ. (ବହୁବ୍ରୀହି) — ଶୁକ୍ଳ ମୁଖଯୁକ୍ତ — Having a white face
  • ସଂ. ବି — ଗରୁଡ଼ [ଶବ୍ଦ କଳ୍ପଦ୍ରୁମ] — The mythological king of birds
  • ସଂ. ବି — ବେଲ ଗଛ [ହି. ଶ] — Aegle Marmalus (tree)