ସିତାମ୍ବର Sitāmbara

  • ସଂ. ବି — (କର୍ମଧା) ଶୁକ୍ଳ ବସ୍ତ୍ର — White cloth
  • ସଂ. ବି — (ବହୁବ୍ରୀହି) ଜେନମାନଙ୍କ ଶ୍ୱେତାମ୍ବର ସମ୍ପ୍ରଦାୟ — A sect of the Ja̲i̱nas
  • ସଂ. ବିଣ. ପୁଂ — ଶୁକ୍ଳ ବସ୍ତ୍ର ପରିଧାନକାରୀ (ବ୍ଯକ୍ତି) — Wearing white cloth