ସିଂଘଣ Siṁghaṇa

  • ସଂ. ବି (ସିନଘ୍ ଧାତୁ=ଶୁଙ୍ଘିବା+କର୍ମ ଅନ) — ନାସିକା ମଳ — Snot; the mucus of the rose
  • ସଂ. ବି (ସିନଘ୍ ଧାତୁ=ଶୁଙ୍ଘିବା+କର୍ମ ଅନ) — ଲୌହ ମଳ (ପ୍ରକୃତିବାଦ) — The rust or dross of iron