ସିଂଘଳୀ Siṁghāḻi

  • ଗ୍ରା. ବି ଓ ବିଣ — ସିଂହଳୀ (ଦେଖ) — Siṁhaḻī (See)
  • ଦେ. ବି — ସିଂହଳ ଦ୍ୱୀପରେ ବ୍ଯବହୃତ ଏକ ପ୍ରକାର ଭାଷା — The Simghalese language; a language of the Southern group of the outer sub-branch of Indo-aryan language; used in Ceylon