ସିଂଘାଣକ Siṁghāṇaka

  • ସଂ. ବି (ସିଂଘାଣ+କ) — ନାସିକାମଳ — Snot
  • ସଂ. ବି (ସିଂଘାଣ+କ) — କାଚପାତ୍ର (ବିଶ୍ୱକୋଷ) — Glass pot
  • ସଂ. ବି (ସିଂଘାଣ+କ) — ନାସିକାରୋଗ ବିଶେଷ — A kind of ear-disease
  • ସଂ. ବି (ସିଂଘାଣ+କ) — [ଦ୍ର—ଏ ରୋଗରେ କଫ ଅତ୍ୟନ୍ତ ବଢ଼ି ନାକ ପୁଡ଼ାର ସ୍ରୋତକୁ ଋଦ୍ଧ କରେ; ନିଶ୍ୱାସ ନେବା ଆଣିବା ବେଳେ ଘୁଡ଼ୁଘୁଡ଼ୁ ଶବ୍ଦ ହୁଏ ଓ ପୀନସ ରୋଗ ଅପେକ୍ଷା ବେଶି ବେଦନା ହୁଏ ଓ ଅନବରତ ପିଚ୍ଛିଳ ପୀତବର୍ଣ୍ଣ ଘନ କଫ ନିର୍ଗତ ହୁଏ—ବିଶ୍ୱକୋଷୋଦ୍ଧୃତ ବାଭଟ]
  • ସଂ. ବି (ସିଂଘାଣ+କ) — ଅଶ୍ୱରୋଗ ବିଶେଷ — A kind of horse-disease
  • ସଂ. ବି (ସିଂଘାଣ+କ) — [ଦ୍ର—ଏହା ବାତିକ, ପୈତ୍ତିକ ଓ ଶ୍ଲେଷ୍ମିକ ଭେଦରେ 3 ପ୍ରକାର। ଏଥିରେ ଅଶ୍ୱର ନାକରୁ ଭିନ୍ନ ଭିନ୍ନ ପ୍ରକାରର କଫ ନିର୍ଗତ ହୁଏ (ଜୟଦତ୍ତ)] — [ଦ୍ର—ଏହା ବାତିକ, ପୈତ୍ତିକ ଓ ଶ୍ଲେଷ୍ମିକ ଭେଦରେ3ପ୍ରକାର ଏଥିରେ ଅଶ୍ୱର ନାକରୁ ଭିନ୍ନ ଭିନ୍ନ ପ୍ରକାରର କଫ ନିର୍ଗତ ହୁଏ (ଜୟଦତ୍ତ)]
  • ସଂ. ବି (ସିଂଘାଣ+କ) — ଲୌହକିଟ୍ଟ; ମଣ୍ଡୁର (ବିଶ୍ୱକୋଷ) — Scoria of iron