ସିଗ୍ନାଲ୍ Signāl

  • ବୈଦେ. ବି. (ଇଂ. ସିଗ୍ନାଲ) — ଷ୍ଟେସନକୁ ରେଳଗାଡ଼ି ଆସିବା ପୂର୍ବରୁ ଉକ୍ତ ଗାଡ଼ିର ଆଗମନସୂଚକ ପୂର୍ବ— ସଙ୍କେତ — Signal given of an incoming train