ସାଡ଼ୁ Sāṟḍ̠u

  • ଦେ. ଅ — ସେହି ଦିଗରୁ — From that side
  • ଦେ. ଅ — ସେହି ସ୍ଥାନରୁ — From that place
  • ପ୍ରାଦେ (ପାଟଣା, କନ୍ଧାନ୍, ଅଞ୍ଚଳ) ବି — ସାରୁ — Taro