ସାଡ଼ା ଦେବା Sāṟḍ̠ā debā

  • ଦେ. କ୍ରି (ବଙ୍ଗଳାରୁ ଅନୁକୃତ) — ପ୍ରଶ୍ନର ଉତ୍ତର ଦେବା — To give a reply
  • ଦେ. କ୍ରି (ବଙ୍ଗଳାରୁ ଅନୁକୃତ) — ସ୍ପର୍ଶ— ବୋଧ ସୂଚକ ଭଙ୍ଗୀ ପ୍ରକାଶ କରିବା — To respond to touch; to give indication of sensibility