ସାଡ଼ମ୍ବର ରୀତି Sāṟḍ̠ambara rīti

  • ସଂ. ବି — ରୀତି 12 (ଦେଖ) — ରୀତି12(ଦେଖ)Rīti 12 (See)
  • ସଂ. ବି — [ଦ୍ର—ରୀତି ତଳେ ନୋଟ ଦେଖ। ସାଡ଼ମ୍ବର ରୀତିର ଉଦାହରଣ—ବିଜନ ଭିକ୍ଷଣସ୍ଥଳୀ, ବନଗଜବ୍ରଜ—କଣ୍ଡୁଳ କପୋଳପିଣ୍ଡ ଘର୍ଷଣେ କମ୍ପିତ, ଦ୍ରୁମାବଳୀ ଦେହୁଁ ଝରଇ ପ୍ରବାହେ ସୁରଭି ଅରଣ୍ୟ ପୁଷ୍ପ ପୁଞ୍ଜ ପୁଞ୍ଜ ହୋଇ, ବନ— ଦେବୀଙ୍କର କି ସେ ଅର୍ଘ୍ୟ ଲାଜାଞ୍ଜଳି। ରାଧାନାଥ, ମହାଯାତ୍ରା।]