ସାଡ଼ା ସ୍ୱର Sāṟḍ̠a swara

  • ଦେ. ବି (ଏକାର୍ଥକ ସହଚର) — କୌଣସି ପ୍ରକାରର ଶବ୍ଦ ବା ଧ୍ୱନି — Any sound whatever
  • ଦେ. ବି (ଏକାର୍ଥକ ସହଚର) — ସ୍ପର୍ଶବୋଧ — Respouse to touch
  • ଦେ. ବି (ଏକାର୍ଥକ ସହଚର) — ଚୈତନ୍ୟ — Conciousness
  • ଦେ. ବି (ଏକାର୍ଥକ ସହଚର) — ଜୀବର ଅତି କ୍ଷୀଣ ପ୍ରାଣ ଥିବାର ପ୍ରମାଣ — Slight indication of life in an animal