ସାହସ୍ର Sāhasra

  • ସଂ. ବି (ସହସ୍ର+ସମୂହାର୍ଥେ ଅ) — ବହୁ ସହସ୍ର; ସହସ୍ର ସମୂହ — Many thousands
  • ସଂ. ବି (ସହସ୍ର+ସମୂହାର୍ଥେ ଅ) — ସହସ୍ର ମାତ୍ର — A thousand only
  • ସଂ. ବି (ସହସ୍ର+ସମୂହାର୍ଥେ ଅ) — ସହସ୍ର ସେନାର ଅଧିନାୟକ — A commander of one thousand soldiers
  • ବିଣ — ସହସ୍ର ସମ୍ବନ୍ଧୀୟ — Relating to one thousand
  • ବିଣ — ସହସ୍ରସଂଖ୍ୟକ — Numbering one thousand
  • ବିଣ — ସହସ୍ର ସଂଖ୍ୟକ ବ୍ଯକ୍ତିଙ୍କ ସହାୟପ୍ରାପ୍ତ — Assisted or supported by one thousand persons
  • ବିଣ — ସହସ୍ର ସଂଖ୍ୟକ ମୁଦ୍ରାଦ୍ୱାରା କ୍ରୀତ — Purchased with a thousand coins
  • ବିଣ — ସହସ୍ର ଧନ ମୂଲ୍ୟ ପରିମିତ — Valued at one thousand coins; of the value of one thousand coins