ସାହା ଉଡ଼ିବା Sāhā uṟḍ̠ibā
- ଦେ. ବି — ପ୍ରାଣ ଛାଡ଼ିଯିବା; ଦେହରୁ ପ୍ରାଣବାୟୁ ବହିର୍ଗତ ହୋବା — The passing away of the life-brearh from the body
- ଦେ. ବି — ପ୍ରାଣାନ୍ତକ କଷ୍ଟ ବା ପ୍ରାଣ ସଙ୍କଟ ଉପସ୍ଥିତ ହେବା; ହଂସା ଉଡ଼ିଯିବା — The state of a person who is about to die
- ଦେ. ବି — ଦେହତ୍ୟାଗ; ମୃତ୍ୟୁ ଘଟିବା — Dying