ସାହସିକ Sāhasika
- ସଂ. ବିଣ — ନିର୍ଭୀକ — Fearless
- ସଂ. ବିଣ — ଶୌର୍ଯ୍ୟଶୀଳ — Courageous; bold
- ସଂ. ବିଣ — ବଳାତ୍କାର ଅପରାଧକାରୀ — Committing offence by the use of force
- ବି — ଯେଉଁ ବ୍ଯକ୍ତି ଦସ୍ୟୁତା, ପରଦାର, ନରହତ୍ୟାଦି 5 ଟି ଅପରାଧ କରେ — ଯେଉଁ ବ୍ଯକ୍ତି ଦସ୍ୟୁତା, ପରଦାର, ନରହତ୍ୟାଦି5ଟି ଅପରାଧ କରେ—A person who commits any of the offences of murder, rape, robbery, rude speech and falsehood
- ବି — [ଦ୍ର—ସ୍କୃତିଶାସ୍ତ୍ର ଅନୁସାରେ ଦସ୍ୟୁ, ମନୁଷ୍ୟ ମାରକ, ପାରଦାରିକ, ପରୁଷବାଦୀ ଓ ଅନୃତବାଦୀ ବ୍ଯକ୍ତିମାନେ କୌଣସି ବିଷୟରେ ସାକ୍ଷୀରୂପେ ଗୃହୀତ ହେବେ ନାହିଁ। ବଳପୂର୍ବକ ଅନ୍ୟକୁ ମାଡ଼ ଦେବା ବା ହତ୍ୟା କରିବା, ଡକାଇତି, ବଳପୂର୍ବକ ସ୍ତ୍ରୀସମ୍ଭୋଗ, ବଳପୂର୍ବକ ପର କ୍ଷେତ୍ରାଧିକାର, ପର ସ୍ତ୍ରୀ ସଙ୍ଗମ ଏ ପାଞ୍ଚ ଅପରାଧକାରୀଙ୍କୁ ସାହସିକ ବୋଲାଯାଏ।]