ସାହସ କରିବା Sāhasa karibā
- ଦେ. କ୍ରି — ବଳାତ୍କାର କରିବା — To use force or violence
- ଦେ. କ୍ରି — ଦୁଃସାହସିକ କାର୍ଯ୍ୟ କରିବା; ଅବିମୃଷ୍ୟକାରିତା କରିବା — To act rashly; to take a bold step
- ଦେ. କ୍ରି — (ଉ—ଖୋଳାଲୋଳା ଖଞ୍ଜନାକ୍ଷି କି ସାହସ କଲୁ ରେ— କବିସୂର୍ଯ୍ୟ, କିଶୋରୀ ଚମ୍ପୂ, ଖ ଗୀତ।)
- ଦେ. କ୍ରି — ଦୁଃସାହସିକ କାର୍ଯ୍ୟରେ ହସ୍ତକ୍ଷେପ କରିବା — To undertake or aspire to do a bold act