ସାହସ ବାନ୍ଧିବା Sāhasa bāndhibā

  • ଦେ. କ୍ରି — ଦମ୍ଭ ଧରିବା; ଚିତ୍ତକୁ ଦୃଢ଼କରିବା — To fortify one's mind with courage
  • ଦେ. କ୍ରି — (ବାନ୍ଧି ତୁ ସାହସ ହୃଦେ ଆରେ ଦୁରାଶୟ—ରାଧାନାଥ, ବେଣୀସଂହାର।)
  • ଦେ. କ୍ରି — ସାହସ ଅବଲମ୍ବନ କରିବା — To have or summon courage