ସାହା Sāhā

  • ଦେ. ବି (ସଂ. ସାଧୁ) — ଶୁଣ୍ଢି ଓ ତେଲିଆଦି ବ୍ଯବସାୟୀଙ୍କର ବଂଶୋପାଧି — Family title of trading castes
  • ଦେ. ବି (ସଂ. ସାଧୁ) — ବିହାରର ବୈଶ୍ୟ ଓ କାୟସ୍ଥମାନଙ୍କ ବଂଶୋପାଧି ବିଶେଷ — Family title of Kāyasthas and Ba̲i̱ṡyas in Bihar
  • ଦେ. ବି (ସଂ. ସାଧୁ) — ପୂର୍ବବଙ୍ଗରେ ବଣିକଜାତିର ବଂଶୋପାଧି ବିଶେଷ — A family title of a caste of traders in East Bengal
  • ଦେ. ବି (ସଂ. ସାଧୁ) — (ସଂ. ସହାୟ) ଆଶ୍ରୟଦାତା — Refuge
  • ଦେ. ବି (ସଂ. ସାଧୁ) — [ଉ—ଝଡ଼ି ବଢ଼ି ମଡ଼କରେ, ସାହା ହେବି ପ୍ରଜାକୁଳେ—ବାଳକୃଷ୍ଣ—ରଜାପୁଅ ରଜାଝିଅ]
  • ଦେ. ବି (ସଂ. ସାଧୁ) — ସହାୟ — Help
  • ଦେ. ବି (ସଂ. ସାଧୁ) — [ଉ—ତୁମ୍ଭ ବାହା ସାହାରେ ଯୁଧିଷ୍ଠିର ରାଜା, ଧୃତରାଷ୍ଟ ପୁତ୍ରେ ଯୁଝିବା କଲେ ମଜା— କୃଷ୍ଣସିଂହ, ମହାଭାରତ କର୍ଣ୍ଣ।]
  • ଦେ. ବି (ସଂ. ସାଧୁ) — ସହାୟକାରୀ; ସାହାଯ୍ୟକାରୀ — Helper; supporter
  • ଦେ. ବି (ସଂ. ସାଧୁ) — [ଉ— ନ ଭାଙ୍ଗରେ ଶୁଭାଙ୍ଗୀ ଭାରତୀ ହୁଅ ସାହା—କବିସୂର୍ଯ୍ୟ, କିଶୋରୀଚମ୍ପୂ. ଞ ଗୀତ।]
  • ଦେ. ବି (ସଂ. ସାଧୁ) — (ସଂ. ଶ୍ୱାସ) ପ୍ରାଣ— ବାୟୁ — Life-breath
  • ଦେ. ବି (ସଂ. ସାଧୁ) — ଜୀବନୀଶକ୍ତି — Vital spark
  • ଦେ. ବି (ସଂ. ସାଧୁ) — ପ୍ରାଣ — Life