ସାରସନା Sārasanā

  • ସଂ. ବି (ସାର=ବଳ+ସନ୍ ଧାତୁ=ଦାନ କରିବା+ କର୍ତ୍ତୃ. ଅ; ଯାହା ଦେହକୁ ବଳଦାନ କରେ) — ପୁରୁଷର କଟିବନ୍ଧନ; କମର ବଦ୍ଧ — Belt
  • ସଂ. ବି (ସାର=ବଳ+ସନ୍ ଧାତୁ=ଦାନ କରିବା+ କର୍ତ୍ତୃ. ଅ; ଯାହା ଦେହକୁ ବଳଦାନ କରେ) — [ଉ—x x x xବରାଙ୍ଗୁ ଉତାରି ରତ୍ନମୟ ଶିରସ୍ତ୍ରାଣ, ସାରସନ, ଭୂଷା। ରାଧାନାଥ, ମହାଯାତ୍ରା।]
  • ସଂ. ବି (ସାର=ବଳ+ସନ୍ ଧାତୁ=ଦାନ କରିବା+ କର୍ତ୍ତୃ. ଅ; ଯାହା ଦେହକୁ ବଳଦାନ କରେ) — କାଞ୍ଚି; ସ୍ତ୍ରୀମାନଙ୍କ କଟିର ଆଭରଣ; ଗୋଠ; ଚନ୍ଦ୍ରହାର ଆଦି — Waist chain of a woman
  • ସଂ. ବି (ସାର=ବଳ+ସନ୍ ଧାତୁ=ଦାନ କରିବା+ କର୍ତ୍ତୃ. ଅ; ଯାହା ଦେହକୁ ବଳଦାନ କରେ) — ମେଖଳା; ଓଡ଼ିଆଣୀ ସ୍ତ୍ରୀମାନେ କାଞ୍ଚିଲାକୁ ଦେହରେ ଦୃଢ଼ କରି ରଖିବା ପାଇଁ ଅଣ୍ଟା ଉପରେ ଯେଉଁ ପଟୀ ଭିଡ଼ନ୍ତି — A woman's girdle
  • ସଂ. ବି (ସାର=ବଳ+ସନ୍ ଧାତୁ=ଦାନ କରିବା+ କର୍ତ୍ତୃ. ଅ; ଯାହା ଦେହକୁ ବଳଦାନ କରେ) — [ଦ୍ର—କାଞ୍ଚଲା ପିନ୍ଧି ତାହାକୁ ଦେହରେ ଦୃଢ଼ ସଂଲଗ୍ନ କରିବା ପାଇଁ ଯେଉଁ କମରପଟୀ ଆଦି ବନ୍ଧା ହୁଏ ତାକୁ ସାରସନ ବୋଲାଯାଏ। ବିଶ୍ୱକୋଷ।]