ସାରସ୍ୱତ କଳ୍ପ Sāraswata kaḻpa
- ସଂ. ବି — ବ୍ରହ୍ମାଙ୍କ ଦିବସବିଶେଷ — Name of one of the days of Brahmā
- ସଂ. ବି — ସରସ୍ୱତୀଙ୍କର ଉପାସନା ପ୍ରକରଣ — The mode prescribed for worshipping the Goddess Saraswatī
- ସଂ. ବି — [ଦ୍ର—ଏହି ବିଧିରେ ଉପାସନା କଲେ ଭକ୍ତ ବାକ୍ସିଦ୍ଧ ହୁଏ; ସରସ୍ୱତୀଙ୍କ ମନ୍ତ୍ର ଐଁ। ଏହି ମନ୍ତ୍ର 12 ଲକ୍ଷ ଜପ କଲେ ମୁକ ବ୍ଯକ୍ତି ସୁଦ୍ଧା ବାଗୀଶ ହୁଏ। ଏହି କଳ୍ପ ସାଧନ କରି ଦ୍ୱୈପାୟନ ବେଦବ୍ୟାସ ହୋଇ— ଥିଲେ—ବିଶ୍ୱକୋଷ।] — [ଦ୍ର—ଏହି ବିଧିରେ ଉପାସନା କଲେ ଭକ୍ତ ବାକ୍ସିଦ୍ଧ ହୁଏ; ସରସ୍ୱତୀଙ୍କ ମନ୍ତ୍ର ଐଁ ଏହି ମନ୍ତ୍ର12ଲକ୍ଷ ଜପ କଲେ ମୁକ ବ୍ଯକ୍ତି ସୁଦ୍ଧା ବାଗୀଶ ହୁଏ ଏହି କଳ୍ପ ସାଧନ କରି ଦ୍ୱୈପାୟନ ବେଦବ୍ୟାସ ହୋଇ— ଥିଲେ—ବିଶ୍ୱକୋଷ]