ସାରସ୍ୱତ Sāraswatā
- ସଂ. ବିଣ (ସରସ୍ୱତୀ+ଅ) — ସରସ୍ୱତୀ ସମ୍ବନ୍ଧୀୟ — Relating to Saraswatī
- ସଂ. ବିଣ (ସରସ୍ୱତୀ+ଅ) — ସାରସ୍ୱତ ଦେଶୀୟ — Belonging to the Sāraswata country
- ସଂ. ବିଣ (ସରସ୍ୱତୀ+ଅ) — ବିଦ୍ୱାନ୍; ପଣ୍ଡିତ — Learned
- ସଂ. ବିଣ (ସରସ୍ୱତୀ+ଅ) — (ଉ—ସାରସ୍ୱତ ବ୍ରାହ୍ମଣର ବାଣୀ-ଆରାଧନା ଚିରବ୍ରତ— ରାଧାନାଥ, ମହାଯାତ୍ରା।)
- ସଂ. ବିଣ (ସରସ୍ୱତୀ+ଅ) — (ସରସ୍ୱତ୍+ଅ) ସମୁଦ୍ର ସମ୍ବନ୍ଧୀୟ — Oceanic; maritime
- ବି — ବିଲ୍ୱ ଦଣ୍ଡ (ହେମଚନ୍ଦ୍ର) — A stick made from the branch of the Bilwa tree
- ବି — ହସ୍ତିନା— ପୁରର ଉତ୍ତରପଶ୍ଚିମସ୍ଥ ଦେଶ ବିଶେଷ (ହେମଚନ୍ଦ୍ର) — Name of a country to the north-west of Delhi
- ବି — ସାରସ୍ୱତ ଦେଶୋଭବ ବ୍ରାହ୍ମଣ — A Brāhmaṇa from the Sāraswata country
- ବି — ଗୌଡ଼ୀୟ ବ୍ରାହ୍ମଣମାନଙ୍କର 5 ଗୋଟି ଶାଖା ମଧ୍ୟରୁ ଗୋଟିଏ — ଗୌଡ଼ୀୟ ବ୍ରାହ୍ମଣମାନଙ୍କର5ଗୋଟି ଶାଖା ମଧ୍ୟରୁ ଗୋଟିଏ—. One of the five branches of the Ga̲u̲ṟḍ̠īya Brāhmaṇas
- ବି — [ଦ—ଏହା ବିନ୍ଧ୍ୟ ପର୍ବତର ଉତ୍ତରବାସୀ ପଞ୍ଚଗୌଡ଼ ବ୍ରାହ୍ମଣମାନଙ୍କର ଗୋଟିଏ ଶାଖା। ପଞ୍ଚ ଗୌଡ଼ ଯଥା— ସାରସ୍ୱତ, କାନ୍ଯକୁବ୍ଜ, ଗୌଡ଼, ମୌଥିଳ ଓ ଉତ୍କଳ। ସାରସ୍ୱତ ବ୍ରାହ୍ମଣମାନେ ମତ୍ସ୍ୟାଦ ଅଟନ୍ତି। ସ୍କନ୍ଦ ପୁରାଣରେ ବ୍ରାହ୍ମଣମାନଙ୍କୁ ପ୍ରଧାନ ଦୁଇ ଶ୍ରେଣୀରେ ବିଭକ୍ତି କରାଯାଇ— ଅଛି; ଯଥା—ପଞ୍ଚଗୌଡ଼ୀୟ ଓ ପଞ୍ଚ ଦ୍ରାବିଡ଼। ବିନ୍ଧ୍ୟୋ— ତ୍ତରବାସୀମାନେ ପଞ୍ଚଗୌଡ଼ିୟ ଓ ବିନ୍ଧ୍ୟର ଦକ୍ଷିଣବାସୀ— ମାନେ ପଞ୍ଚଦ୍ରାବିଡ଼ ଶ୍ରେଣୀଭୁକ୍ତ। 'ସାରସ୍ୱତ' ପଞ୍ଚଗୌଡ଼ୀୟ ବ୍ରାହ୍ମଣଙ୍କର ଏକଶାଖା। ଯେଉଁ ବ୍ରାହ୍ମଣମାନ ପୂର୍ବେ ପଞ୍ଚନଦ ଅଞ୍ଚଳରେ ସରସ୍ୱତୀ ନଦୀ ତୀରରେ ବାସ କରୁ— ଥଲେ ସେମାନେ ଓ ସେମାନଙ୍କ ବଂଶଧରମନେ ସାରସ୍ୱତ ନାମରେ ଖ୍ୟାତ ହେଲେ। ଏହି ସରସ୍ୱତୀ ନଦୀ ଆଜିକାଲି ରାଜପୁତାନାର ମରୁଭୂମି ମଧ୍ୟରେ ଲୀନ ହୋଇଅଛି। ହିନ୍ଦୁମାନେ ବିଶ୍ୱାସ କରନ୍ତି ଯେ, ସରସ୍ୱତୀ ନଦୀ ବର୍ତ୍ତମାନ ଅନ୍ତଃସଲିଳା ହୋଇ ପ୍ରୟାଗ (ତ୍ରିବେଣୀ) ଠାରେ ଗଙ୍ଗା ଯମୁନା ସଙ୍ଗେ ମିଳିତ ହୋଇଅଛି। ସାରସ୍ୱତ ବ୍ରାହ୍ମଣମାନେ 4 ଟି ପ୍ରଧାନ ଉପଶାଖାରେ ବିଭକ୍ତ, ଯଥା—ପାନ, ଅଷ୍ଟାନ, ବାରହି ଓ ବାହନ। ଏହି ଉପଶାଖାମାନଙ୍କରେ ପାନରେ 5 , ଅଷ୍ଟାନରେ 8 , ବାରହିରେ 12 ଓ ବାହାନରେ 52 ଟି ବିଭିନ୍ନ ଗୋତ୍ର ଅଛି। ହରିଦ୍ୱାର, ଥାନେଶ୍ୱର ଓ ମଥୁରାର ପଣ୍ଡାମାନଙ୍କ ନିକଟରେ ଏ ସବୁ ବଂଶପରିଚୟ ଜ୍ଞାପକ ହସ୍ତ— ଲିଖିତ ଗ୍ରନ୍ଥମାନ ଅଛି। ବୋମ୍ବାଇ ପ୍ରେସିଡେନ୍ସିର ଧାରବାଡ଼, ବେଲଗାଓଁ ଓ କାନାଡ଼ା ଜିଲ୍ଲାରେ ଏ ବ୍ରାହ୍ମଣ ଅଛନ୍ତି। ଏମାନଙ୍କ ମଧ୍ୟରେ ସ୍ମାର୍ତ୍ତ ଓ ବୈଷ୍ଣବମତାବଲମ୍ବୀ ଦୁଇଟି ଦଳ ଅଛି। ବୋମ୍ବାଇ ପ୍ରଦେଶରେ ସାରସ୍ୱତ ବ୍ରାହ୍ମଣମାନେ ସେନ୍ବୀ ନାମରେ ପରିଚିତ—ବିଶ୍ୱକୋଷ।] — [ଦ—ଏହା ବିନ୍ଧ୍ୟ ପର୍ବତର ଉତ୍ତରବାସୀ ପଞ୍ଚଗୌଡ଼ ବ୍ରାହ୍ମଣମାନଙ୍କର ଗୋଟିଏ ଶାଖା ପଞ୍ଚ ଗୌଡ଼ ଯଥା— ସାରସ୍ୱତ, କାନ୍ଯକୁବ୍ଜ, ଗୌଡ଼, ମୌଥିଳ ଓ ଉତ୍କଳ ସାରସ୍ୱତ ବ୍ରାହ୍ମଣମାନେ ମତ୍ସ୍ୟାଦ ଅଟନ୍ତି ସ୍କନ୍ଦ ପୁରାଣରେ ବ୍ରାହ୍ମଣମାନଙ୍କୁ ପ୍ରଧାନ ଦୁଇ ଶ୍ରେଣୀରେ ବିଭକ୍ତି କରାଯାଇ— ଅଛି; ଯଥା—ପଞ୍ଚଗୌଡ଼ୀୟ ଓ ପଞ୍ଚ ଦ୍ରାବିଡ଼ ବିନ୍ଧ୍ୟୋ— ତ୍ତରବାସୀମାନେ ପଞ୍ଚଗୌଡ଼ିୟ ଓ ବିନ୍ଧ୍ୟର ଦକ୍ଷିଣବାସୀ— ମାନେ ପଞ୍ଚଦ୍ରାବିଡ଼ ଶ୍ରେଣୀଭୁକ୍ତ 'ସାରସ୍ୱତ' ପଞ୍ଚଗୌଡ଼ୀୟ ବ୍ରାହ୍ମଣଙ୍କର ଏକଶାଖା ଯେଉଁ ବ୍ରାହ୍ମଣମାନ ପୂର୍ବେ ପଞ୍ଚନଦ ଅଞ୍ଚଳରେ ସରସ୍ୱତୀ ନଦୀ ତୀରରେ ବାସ କରୁ— ଥଲେ ସେମାନେ ଓ ସେମାନଙ୍କ ବଂଶଧରମନେ ସାରସ୍ୱତ ନାମରେ ଖ୍ୟାତ ହେଲେ ଏହି ସରସ୍ୱତୀ ନଦୀ ଆଜିକାଲି ରାଜପୁତାନାର ମରୁଭୂମି ମଧ୍ୟରେ ଲୀନ ହୋଇଅଛି ହିନ୍ଦୁମାନେ ବିଶ୍ୱାସ କରନ୍ତି ଯେ, ସରସ୍ୱତୀ ନଦୀ ବର୍ତ୍ତମାନ ଅନ୍ତଃସଲିଳା ହୋଇ ପ୍ରୟାଗ (ତ୍ରିବେଣୀ) ଠାରେ ଗଙ୍ଗା ଯମୁନା ସଙ୍ଗେ ମିଳିତ ହୋଇଅଛି ସାରସ୍ୱତ ବ୍ରାହ୍ମଣମାନେ4ଟି ପ୍ରଧାନ ଉପଶାଖାରେ ବିଭକ୍ତ, ଯଥା—ପାନ, ଅଷ୍ଟାନ, ବାରହି ଓ ବାହନ ଏହି ଉପଶାଖାମାନଙ୍କରେ ପାନରେ5, ଅଷ୍ଟାନରେ8, ବାରହିରେ12ଓ ବାହାନରେ52ଟି ବିଭିନ୍ନ ଗୋତ୍ର ଅଛି ହରିଦ୍ୱାର, ଥାନେଶ୍ୱର ଓ ମଥୁରାର ପଣ୍ଡାମାନଙ୍କ ନିକଟରେ ଏ ସବୁ ବଂଶପରିଚୟ ଜ୍ଞାପକ ହସ୍ତ— ଲିଖିତ ଗ୍ରନ୍ଥମାନ ଅଛି ବୋମ୍ବାଇ ପ୍ରେସିଡେନ୍ସିର ଧାରବାଡ଼, ବେଲଗାଓଁ ଓ କାନାଡ଼ା ଜିଲ୍ଲାରେ ଏ ବ୍ରାହ୍ମଣ ଅଛନ୍ତି ଏମାନଙ୍କ ମଧ୍ୟରେ ସ୍ମାର୍ତ୍ତ ଓ ବୈଷ୍ଣବମତାବଲମ୍ବୀ ଦୁଇଟି ଦଳ ଅଛି ବୋମ୍ବାଇ ପ୍ରଦେଶରେ ସାରସ୍ୱତ ବ୍ରାହ୍ମଣମାନେ ସେନ୍ବୀ ନାମରେ ପରିଚିତ—ବିଶ୍ୱକୋଷ]
- ବି — କଳ୍ପବିଶେଷ; ସାରସ୍ୱତ କଳ୍ପ (ଦେଖ) — Sāraswata kaḻpa (See)
- ବି — ସରସ୍ୱତୀ ନଦୀପୁତ୍ର ମୁନିବିଶେଷ — Name of a sage who was the son of the Saraswatī river