ସାରବାନ Sārabān

  • ସଂ. ବିଣ. ପୁଂ (ସାର+ଅଛି ଅର୍ଥରେ ବତ୍; 1 ମା. 1 ବ) — ସାର ବା ଶ୍ରେଷ୍ଠାଂଶ ଯୁକ୍ତ; ସସାର — Substantial