ସାରଦାଚରଣ ମିତ୍ର Sāradā charaṇa mitra
- ଦେ. ବି (ନାମ) ଜଣେ ବଙ୍ଗୀୟ ସ୍ୱର୍ଗତ ବିଚାରପତି ଜଜ୍ — The late Justice Sārada Charaṇa Mitra of Calcutta
- ଦେ. ବି (ନାମ) [ଦ୍ର—ଏ କଲିକତା ହାଇକୋର୍ଟର ଜଜ୍ ଥଲେ। 1848 ରେ ଏହାଙ୍କର ଜନ୍ମ। ଏ କଲିକତା ବିଶ୍ୱ— ବିଦ୍ୟାଳୟରେ ଏଣ୍ଟ୍ରାନ୍ସ, ଏଫ୍.ଏ., ଓ ବି. ଏ. ପରୀକ୍ଷାରେ ବଙ୍ଗରେ ପ୍ରଥମ ସ୍ଥାନ ଓ ଏମ୍. ଏ. ରେ ତୃତୀୟସ୍ଥାନ ଅଧିକାର କରିଥିଲେ; ପରେ ରାୟଚାନ୍ଦ ଓ ପ୍ରେମଚାନ୍ଦ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବି. ଏଲ୍ ବା ଓକାଲତି ପାଶ କରି କେତେକ ବର୍ଷ କଲିକତା ହାଇ— କୋର୍ଟରେ ଓକାଲତି କରି ପ୍ରଥମେ ଅସ୍ଥାୟୀ ଭାବରେ, ପରେ ଜଜ୍ ଗୁରୁଦାସ ବନ୍ଦୋପାଧ୍ୟାୟ ଅବସର ଗ୍ରହଣ କରିବାରୁ ତାଙ୍କ ସ୍ଥାନରେ ସ୍ଥାୟୀ ଭାବରେ ହାଇକୋର୍ଟ ଜଜ୍ ହେଲେ। ଏ ଛଅ ବର୍ଷ ଜଜ କାମ କରି ଅବସର ଗ୍ରହଣ କରି ବଙ୍ଗୀୟ ସାହିତ୍ୟ ସେବାରେ ନିଯୁକ୍ତ ହେଲେ। ଏ ବଙ୍ଗୀୟ ସାହିତ୍ୟ ପରିଷଦର ସଭାପତି ହୋଇଥିଲେ। ବଙ୍ଗୀୟପ୍ରାଚୀନ କବି ବିଦ୍ୟାପତିଙ୍କ ଗ୍ରନ୍ଥାବଳୀର ଏ ଗୋଟିଏ ସଟୀକ ସଂସ୍କରଣ ପ୍ରକାଶ କରି— ଥିଲେ। ନାନାବିଧ ଶାସ୍ତ୍ର ଓ ପୁରାଣରୁ କାୟସ୍ଥମାନଙ୍କ ସମ୍ବନ୍ଧେ ତତ୍ତ୍ୱମାନ ସଂଗ୍ରହ କରି ଓ 'କାୟସ୍ଥ—କାରିକା' ନାମକ ଗ୍ରନ୍ଥ ସଂକଳନ କରିଥିଲେ। ସମଗ୍ର ଭାରତରେ ଦେବନାଗରି—ଲିପି ଚଳାଇବା ପାଇଁ ଏ ବିଶେଷ ଚେଷ୍ଟା କରିଥିଲେ। ଏ ଖୁବ୍ ନିଷ୍ଠାପର ହିନ୍ଦୁ ଥିଲେ।] — [ଦ୍ର—ଏ କଲିକତା ହାଇକୋର୍ଟର ଜଜ୍ ଥଲେ1848ରେ ଏହାଙ୍କର ଜନ୍ମ ଏ କଲିକତା ବିଶ୍ୱ— ବିଦ୍ୟାଳୟରେ ଏଣ୍ଟ୍ରାନ୍ସ, ଏଫ୍.ଏ., ଓ ବି. ଏ. ପରୀକ୍ଷାରେ ବଙ୍ଗରେ ପ୍ରଥମ ସ୍ଥାନ ଓ ଏମ୍. ଏ. ରେ ତୃତୀୟସ୍ଥାନ ଅଧିକାର କରିଥିଲେ; ପରେ ରାୟଚାନ୍ଦ ଓ ପ୍ରେମଚାନ୍ଦ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବି. ଏଲ୍ ବା ଓକାଲତି ପାଶ କରି କେତେକ ବର୍ଷ କଲିକତା ହାଇ— କୋର୍ଟରେ ଓକାଲତି କରି ପ୍ରଥମେ ଅସ୍ଥାୟୀ ଭାବରେ, ପରେ ଜଜ୍ ଗୁରୁଦାସ ବନ୍ଦୋପାଧ୍ୟାୟ ଅବସର ଗ୍ରହଣ କରିବାରୁ ତାଙ୍କ ସ୍ଥାନରେ ସ୍ଥାୟୀ ଭାବରେ ହାଇକୋର୍ଟ ଜଜ୍ ହେଲେ ଏ ଛଅ ବର୍ଷ ଜଜ କାମ କରି ଅବସର ଗ୍ରହଣ କରି ବଙ୍ଗୀୟ ସାହିତ୍ୟ ସେବାରେ ନିଯୁକ୍ତ ହେଲେ ଏ ବଙ୍ଗୀୟ ସାହିତ୍ୟ ପରିଷଦର ସଭାପତି ହୋଇଥିଲେ ବଙ୍ଗୀୟପ୍ରାଚୀନ କବି ବିଦ୍ୟାପତିଙ୍କ ଗ୍ରନ୍ଥାବଳୀର ଏ ଗୋଟିଏ ସଟୀକ ସଂସ୍କରଣ ପ୍ରକାଶ କରି— ଥିଲେ ନାନାବିଧ ଶାସ୍ତ୍ର ଓ ପୁରାଣରୁ କାୟସ୍ଥମାନଙ୍କ ସମ୍ବନ୍ଧେ ତତ୍ତ୍ୱମାନ ସଂଗ୍ରହ କରି ଓ 'କାୟସ୍ଥ—କାରିକା' ନାମକ ଗ୍ରନ୍ଥ ସଂକଳନ କରିଥିଲେ ସମଗ୍ର ଭାରତରେ ଦେବନାଗରି—ଲିପି ଚଳାଇବା ପାଇଁ ଏ ବିଶେଷ ଚେଷ୍ଟା କରିଥିଲେ ଏ ଖୁବ୍ ନିଷ୍ଠାପର ହିନ୍ଦୁ ଥିଲେ]