ସାରଭାଣ୍ଡ Sārabhāṇḍa

  • ସଂ. ବି — ଅକୃତ୍ରିମ ପାତ୍ର (ମୃଗନାଭ୍ୟାଦି) — Natural receptacle or bag (e.g. the cover or bag enclosing the musk)
  • ସଂ. ବି — ଅକୃତ୍ରିମ ପଣ୍ୟ ଦ୍ରବ୍ୟ—(ବିଶ୍ୱକୋଷ) — Any commodity which is found in nature