ସାର ତରୁ Sāra taru
- ସଂ. ବି (ଏହା ଭୂମିର ଉର୍ବରତା ବୃଦ୍ଧି କରିବାରୁ; କିମ୍ବା ସାର =ଜଳ ପ୍ରଧାନ ତରୁ; ମ. ପ. ଲୋ) — କଦଳୀ ବୃକ୍ଷ (ଧନଞ୍ଜୟ) — Banana tree
- ସଂ. ବି (ଏହା ଭୂମିର ଉର୍ବରତା ବୃଦ୍ଧି କରିବାରୁ; କିମ୍ବା ସାର =ଜଳ ପ୍ରଧାନ ତରୁ; ମ. ପ. ଲୋ) — ଖଦିର (ବୈଦ୍ଯକ ନିର୍ଘଣ୍ଟ) — Acacia Catechu (tree)