ସାର ଘାଟି Sāra ghāṭi

  • ଦେ. ବି — ପାରି ହେବାପାଇଁ ବିଷମ ସ୍ଥାନ; ସଙ୍କଟ — A very dangerous place for crossing
  • ଦେ. ବି — ବିଷମ ବା ଜଟିଳ ସମସ୍ୟା — Crisis; dilemma