ସାର କରିବା Sāra karibā

  • ଦେ. କ୍ରି — ଅସମବାହୁ କ୍ଷେତ୍ରର ଏକାଧିକ ସ୍ଥାନ ମାପି ତହିଁର ହାରାହାରି ନେବା — To take a mean of the measurements of a side of an irregular field
  • ଦେ. କ୍ରି — ସାରା କରିବା (ଦେଖ) — Sārā karibā (See)