ସାର ଦେବା Sāra debā
- ଦେ, କ୍ରି — କ୍ଷେତକୁ ଉର୍ବରା କରିବା ପାଇଁ ତହିଁରେ ସାର ବା ଖତ ଦେବା — To manure a field
- ଦେ, କ୍ରି — ବାହାରେ ଗଦା ହୋଇଥିବା ଚୂନା ଧାନକୁ କେହି ଚୋରି କରି ନେଲେ ଧରା ପଡ଼ିବ ବୋଲି ତହିଁ ଉପରେ ପାଉଁଶଗୁଣ୍ଡା ଦ୍ୱାରା ରେଖାମାନ ଟାଣିବା — To draw lines with chalk- powder or ashes on a heap of paddy or other grain left in the open