ସାମ୍ବର Sāmbara
- ସଂ. ବିଣ (ସମ୍ବର+ଭାବାର୍ଥେ. ଅ) — ରାଜପୁତନାର ସମ୍ବର— ହ୍ରଦଜାତ — produced from the lake Sambara in Rajputana
- ବି — ଏକପ୍ରକାର ଲବଣ; ସମ୍ବରହ୍ରଦଜାତ ଲବଣ; ଗଡ଼ ଲବଣ — Salt manufactured from the inland salt lake of Rajputana
- ବି — [ଦ୍ର—ଲବଣ ତଳେ ନୋଟ ଦେଖ]
- ଦେ. ବି (ସଂ. ସମ୍ବର) — ଶମ୍ବର 1 (ଦେଖ) — ଶମ୍ବର1(ଦେଖ)— Ṡambara 1 (See)
- ବିଣ — ସାମ୍ବରି (ଦେଖ) — Sāmbari (See)