ସାମ୍ବ ପୁର Sāmba pura
- ସଂ. ବି (ସାମ୍ବ ପ୍ରତିଷ୍ଠିତ ପୁର) — ଆଧୁନିକ ମୁଲତାନ — The ancient name of Multan
- ସଂ. ବି (ସାମ୍ବ ପ୍ରତିଷ୍ଠିତ ପୁର) — [ଦ୍ର—ସାମ୍ବ ଶାକଦ୍ୱୀପରୁ ମଗ ବ୍ରାହ୍ମଣମାନଙ୍କୁ ସ୍ୱପ୍ରଷ୍ଠିତ ସୂର୍ଯ୍ୟମୂର୍ତ୍ତିଙ୍କ ପୂଜା ପାଇଁ ଅଣାଇ ଚନ୍ଦ୍ରଭାଗା ନଦୀତୀରରେ ଏହି ନଗର ନିର୍ମାଣ ଓ ସ୍ଥାପନ କରି ସେମାନଙ୍କୁ ସେଠାରେ ରଖାଇଲେ। ସାମ୍ବ ଯେଉଁଠାରେ ସୂର୍ଯ୍ୟାରାଧନା କରୁଥିଲେ ତାହା ମିତ୍ରବନ ନାମରେ ଖ୍ୟାତ ହୋଇଥିଲା—ବିଶ୍ୱକୋଷ।]