ସାମ୍ବନ୍ଧିକ Sābandhika
- ସଂ. ବି (ସମ୍ବନ୍ଧ+ସ୍ୱାର୍ଥେ. ଇକ) — ସମ୍ବନ୍ଧ (ଦେଖ) — Sambandha (See)
- ସଂ. ବି (ସମ୍ବନ୍ଧ+ସ୍ୱାର୍ଥେ. ଇକ) — ଶ୍ୟାଳକ (ବିଶ୍ୱକୋଷ) — One's wife's brother
- ସଂ. ବିଣ — ସମ୍ବନ୍ଧ ବିଷୟକ — Relating to Sambandha
- ସଂ. ବିଣ — ବିବାହବିଷୟକ (ବିଶ୍ୱକୋଷ) — Nuptial; marital