ସାମ୍ବରି ଚମ Sāmbari chama

  • ଦେ. ବି (ସଂ. ଶାମ୍ବର+ଚର୍ମ) — ଶମ୍ବର ମୃଗର ଚର୍ମ — The leather of Sambar deer
  • ଦେ. ବି (ସଂ. ଶାମ୍ବର+ଚର୍ମ) — ସାମଏ ମୃଗର କଷା ହୋଇଥିବା ଚର୍ମ — Chamois leather