ସାମାନ୍ Sāmān
- ବୈଦେ. ବି (ଫା. ସାମାନ୍; ତୁଳ. ସଂ. ସାମଗ୍ରୀ)—(ଏ ଶବ୍ଦ ଗଞ୍ଜାମ ଓଡ଼ିଆମାନଙ୍କ ମଧ୍ୟରେ ଅଧିକ ପରିମାଣରେ ପ୍ରଚଳିତ) — ସାମଗ୍ରୀ; ଉପକରଣ; ଦ୍ରବ୍ୟାଦି; ଜିନିଷପତ୍ର — Articles; furniture
- ବୈଦେ. ବି (ଫା. ସାମାନ୍; ତୁଳ. ସଂ. ସାମଗ୍ରୀ)—(ଏ ଶବ୍ଦ ଗଞ୍ଜାମ ଓଡ଼ିଆମାନଙ୍କ ମଧ୍ୟରେ ଅଧିକ ପରିମାଣରେ ପ୍ରଚଳିତ) — କୌଣସି ବ୍ଯକ୍ତିଙ୍କ ନିତ୍ୟ ବ୍ଯବହାର୍ଯ୍ୟ ବସ୍ତୁଚୟ, ଯାହା ଏକତ୍ର ବନ୍ଧା ହୋଇ ବିଦେଶକୁ ସାଙ୍ଗରେ ନିଆଯାଏ — Luggage; baggage
- ବୈଦେ. ବି (ଫା. ସାମାନ୍; ତୁଳ. ସଂ. ସାମଗ୍ରୀ)—(ଏ ଶବ୍ଦ ଗଞ୍ଜାମ ଓଡ଼ିଆମାନଙ୍କ ମଧ୍ୟରେ ଅଧିକ ପରିମାଣରେ ପ୍ରଚଳିତ) — କାରିଗରର ଯନ୍ତ୍ରାଦି — Implements
- ବୈଦେ. ବି (ଫା. ସାମାନ୍; ତୁଳ. ସଂ. ସାମଗ୍ରୀ)—(ଏ ଶବ୍ଦ ଗଞ୍ଜାମ ଓଡ଼ିଆମାନଙ୍କ ମଧ୍ୟରେ ଅଧିକ ପରିମାଣରେ ପ୍ରଚଳିତ) — କୌଣସି କାର୍ଯ୍ୟର ସାଧନାସ୍ୱରୂପ ବସ୍ତୁ— ଚୟ — Materials