ସାମାତ୍ସାମ୍ୟ Sāmātsāmya

  • ସଂ. ବି — ପର୍ଯ୍ଯାୟକ୍ରମେ ଗ୍ରହମାନଙ୍କର ବିଷୁବ ରେଖାରେ ପ୍ରବେଶ ଓ ତହିଁରୁ ନିର୍ଗମ (ବିଶ୍ୱକୋଷ) — The entrance into and exit from the equator of one planet after another in succession
  • ସଂ. ବି — ପର୍ଯ୍ଯାୟକ୍ରମେ ଆଗମନ ଓ ନିର୍ଗମନ — Successive comings in and goings out