ସାମାନାଧିକରଣ୍ୟ Sāmānādhikaraṇya
- ସଂ. ବି (ସମାନଧିକରଣ+ଭାବ. ୟ) — ଏକ— ତ୍ରାବସ୍ଥିତ ଅବସ୍ଥା; ଏକ ସ୍ଥାନରେ ସ୍ଥିତି; ଏକାଶୟ ବୃତ୍ତି — The state of being situated together; co-existence
- ସଂ. ବି (ସମାନଧିକରଣ+ଭାବ. ୟ) — ସମାନାଧି— କରଣତା — Being in the same category or situation
- ସଂ. ବି (ସମାନଧିକରଣ+ଭାବ. ୟ) — ସାଧାରଣ ଗୁଣର ବା ଧର୍ମର ଅବସ୍ଥିତି ସ୍ଥାନ (ବିଶ୍ୱକୋଷ) — 4. The place where common attributes are found