ସାମାଜିକତା Sāmājikatā
- ସଂ ବି (ସାମାଜିକ+ଭାବ ତ) — ଲୌକିକତା — Convention
- ସଂ ବି (ସାମାଜିକ+ଭାବ ତ) — ବନ୍ଧୁ ବେଭାର; ବନ୍ଧୁମାନଙ୍କ ମଧ୍ୟରେ ଉପହାରର ଆଦାନପ୍ରଦାନ — Exchange of social presents
- ସଂ ବି (ସାମାଜିକ+ଭାବ ତ) — ସହୃଦୟତା; ଭଦ୍ରତା; ଶିଷ୍ଟତା — Civility
- ସଂ ବି (ସାମାଜିକ+ଭାବ ତ) — ସମାଜା— ନୁମତ ମର୍ଯ୍ୟାଦା — Social etiquette
- ସଂ ବି (ସାମାଜିକ+ଭାବ ତ) — ସାମାଜିକ ରୀତି ବା ପ୍ରଥା — Social custom