ସାଫେଇ Sāfei
- ବୈଦେ. ବି. (ଫା) — ସୁନ୍ନୀ ସମ୍ପ୍ରଦାୟଭୁକ୍ତ ମୁସଲମାନ୍ମାନଙ୍କର ଚାରି ଶାଖା ମଧ୍ୟରୁ ଏକତମ — One of the four subsects of the Sunni Mahomedans; the Saffeis
- ବୈଦେ. ବି. (ଫା) — [ଦ୍ର—ଏମାନଙ୍କର ପ୍ରବର୍ତ୍ତକ ଧର୍ମଗୁରୁ ଇମାମ 'ସାଫେଇ'ଙ୍କ ନାମରୁ ଏହି ନାମ ହୋଇଅଛି। ଏହି ଶାଖା ଆରବ, ମିସର, ଉତ୍ତର ଆଫ୍ରିକା, ବମ୍ବେ ପ୍ରଦେଶସ୍ଥ ବୋରାମାନଙ୍କ ମଧ୍ୟରେ ଓ ମଳୟ ଉପକୂଳରେ ଦେଖା ଯାଆନ୍ତି। ଅନ୍ଯ 3 ଶାଖା—ହନାଫି, ହନ୍ବଲି, ମାଲିକି ଅଟନ୍ତି।] — [ଦ୍ର—ଏମାନଙ୍କର ପ୍ରବର୍ତ୍ତକ ଧର୍ମଗୁରୁ ଇମାମ 'ସାଫେଇ'ଙ୍କ ନାମରୁ ଏହି ନାମ ହୋଇଅଛି ଏହି ଶାଖା ଆରବ, ମିସର, ଉତ୍ତର ଆଫ୍ରିକା, ବମ୍ବେ ପ୍ରଦେଶସ୍ଥ ବୋରାମାନଙ୍କ ମଧ୍ୟରେ ଓ ମଳୟ ଉପକୂଳରେ ଦେଖା ଯାଆନ୍ତି ଅନ୍ଯ3ଶାଖା—ହନାଫି, ହନ୍ବଲି, ମାଲିକି ଅଟନ୍ତି]