ସାଫି Sāphi

  • ବୈଦେ. ବି. (ଆ. ସାଫ୍) — ପରିଷ୍କୃତ ଅବସ୍ଥା — Cleanliness
  • ବୈଦେ. ବି. (ଆ. ସାଫ୍) — ଚିଠାରୁ ବା ପାଣ୍ଡୁଲିପିରୁ ପରିଷ୍କୃତଭାବରେ ଲେଖନ — Fair-copying
  • ବୈଦେ. ବି. (ଆ. ସାଫ୍) — [ଉ—ଦୁଇ ଘଣ୍ଟା ମଧ୍ୟରେ ସିଠାମ କିଣା, କବଲା ଚିଠା ଓ ସାଫି ସରିଲା— ଫକୀରମୋହନ, ଛମାଣ ଆଠଗୁଣ୍ଠ।]
  • ବୈଦେ. ବି. (ଆ. ସାଫ୍) — ପାଣ୍ଡୁଲିପିରୁ ପରିଷ୍କୃତ ହୋଇ ନକଲ କରା ଯାଇଥିବା ଲେଖ — Faircopied writing
  • ବୈଦେ. ବି. (ଆ. ସାଫ୍) — ଦେହ ପରିଷ୍କାର କରିବା ପାଇଁ ବ୍ଯବହୃତ ମାର୍ଜନୀ; ଗାମୁଛା; ତଉଲିଆ — A towel; a napkin for cleansing the body
  • ବୈଦେ. ବି. (ଆ. ସାଫ୍) — ଗଞ୍ଜାଇ ଧୂଆଁ ପିଇବାବେଳେ ଚିଲମର ତଳ ପାଖକୁ ଲଗାଇ କରି ଯେଉଁ କନା ଖଣ୍ଡି ଧରାଯାଏ — A thin rag held below the Ganja-smoking chilam or pipe
  • ବୈଦେ. ବି. (ଆ. ସାଫ୍) — ଭାଙ୍ଗଛଣା କନା — A rag used for straining Bhāṅga
  • ବୈଦେ. ବି. (ଆ. ସାଫ୍) — ମାଠରନ୍ଦା; ଯେଉଁ ରନ୍ଦାରେ କାଠକୁ ପାଲିସ କରାଯାଏ — Carpenter's polishing plane
  • ପ୍ରାଦେ. (ଛତିଶଗଡ଼) ବି — ରୁମାଲ — Handkerchief
  • ବିଣ — ସାଫ୍ (ଦେଖ) — Sāf (See)
  • ବିଣ — ଚିଠାରୁ ପରିଷ୍କୃତ ହୋଇ ନକଲ କରାଯାଇଥିବା — Faircopied