ସାପ୍ତପଦୀନ Sāptapadīna

  • ସଂ. ବିଣ. (ସପ୍ତପଦ+ଜାତାର୍ଥେ. ଈନ) — ସାତ ପଦ କଥାଦ୍ୱାରା ଜାତ (ବନ୍ଧୁତା) — (friendship) Resulting from the exchange of seven words
  • ସଂ. ବିଣ. (ସପ୍ତପଦ+ଜାତାର୍ଥେ. ଈନ) — ସାତଥର ପଦନିକ୍ଷେପଦ୍ୱାରା ନିର୍ବୃତ୍ତ ବା ନିଷ୍ପନ୍ନ — Resulting from seven steps
  • ବି — ସଖ୍ୟ; ବନ୍ଧୁତା — Friendship
  • ବି — ସାତପଦ କଥାରେ ଉତ୍ପନ୍ନ ବନ୍ଧୁତା — Friendship resulting from the exchange of seven sentences
  • ବି — ଏକସଙ୍ଗରେ ସାତ ପାହୁଣ୍ଡ ଯିବା— ଦ୍ୱାରା ଉତ୍ପନ୍ନ ବନ୍ଧୁତା — Friendship contracted between person proceeding seven steps together