ସାଫ୍ କହିବା Sāf kahibā

  • ଦେ. କ୍ରି — କୌଣସି ବ୍ଯକ୍ତିକୁ ସ୍ପଷ୍ଟକଥା କହିବା — To speak plainly to a person
  • ଦେ. କ୍ରି — ନିଃସନ୍ଦେହଭାବରେ କହିବା — To speak anything free from doubt