ସାଫ୍ କବଲା, ସାଫ୍ କବାଲା Sāf kaba(ā)lā

  • ବୈଦେ. ବି. (କଚିରିଆ) (ଆ) — ଯେଉଁ କବଲା ବା ବିକ୍ରୟପତ୍ର ଦ୍ୱାରା ସମ୍ପତ୍ତିର ସମୁଦାୟ ସତ୍ୱ ବିକ୍ରି କରାଯାଏ — An out-and-out sale; a complete transfer-deed