ସାପ ମଣି Sāpa maṇi

  • ଦେ. ବି. (ସଂ. ସର୍ପମଣି) — ନାଗ ଆଦି ସାପଙ୍କ ମୁଣ୍ଡରେ ଥିବା ଏକ ପ୍ରକାର ମଣି—(ଏହାକୁ କେତେକ ଲୋକ ଡେଉଁରିଆରେ ପୂରାଇ ପିନ୍ଧନ୍ତି) — The gem found in the head of some poisonous snakes