ସାପ ମନ୍ତ୍ର Sāpa mantra

  • ଦେ. ବି. (ସଂ. ସର୍ପ ମନ୍ତ୍ର) — ସର୍ପ ମନ୍ତ୍ର; ସାପକୁ ବଶ କରିବା ପାଇଁ କିମ୍ବା ସାପ ବିଷ ଝଡ଼ାଇବା ପାଇଁ ବ୍ଯବହୃତ ମନ୍ତ୍ର — Mystic formulae used in charming snakes or in alleviating the fatal effects of snake bite