ସାନି Sāni
- ବୈଦେ. କ୍ରି. ବିଣ (ଆ) — ପୁନର୍ବାର; ଆହୁରି ଥରେ — Once again
- ବୈଦେ. କ୍ରି. ବିଣ (ଆ) — ଦ୍ୱିତୀୟ ଥର — Second time
- ବିଣ — ପୁନର୍ବାର ଅନୁଷ୍ଠିତ — Done again
- ବିଣ — ଦ୍ୱିତୀୟବାର କୃତ — Done for a second time
- ବିଣ — ଦୋସରା; ଦ୍ୱିତୀୟ; ଅନ୍ଯ — Another; second
- ବିଣ — ସମାନ — Equal
- ବି (କଚିରିଆ) — ଫଏସଲ ହୋଇଥିବା ମକଦ୍ଦମାର ପୁନର୍ବିଚାର — Review or retrial or restoration of a case once disposed of
- ବି (କଚିରିଆ) — (କଚିରିଆ) ଅପୀଲ୍ ଅଦାଲତଙ୍କ ଆଦେଶ କ୍ରମେ ପୁନର୍ବିଚାର ପାଇଁ ନିମ୍ନ ଅଦାଲତକୁ ମକଦ୍ଦମାର ପ୍ରେରଣ — Remand of a case to the lower court for retrial
- ଦେ. ବି — ଗୋରୁଙ୍କୁ ଖୁଆଇବା ପାଇଁ ପିଡ଼ିଆ ଗୁଣ୍ଡା ଗୋଳିଆ ହୋଇଥିବା କଟାନଡ଼ା — Cut straw mixed with oilcake for feeding cattle
- ଦେ. ବି — (ଆଦରାର୍ଥକ) ସାନନ୍ଦର ଡାକ ନାମ — Nick name of 'Sānanda' in fondness