ସାନି ଘଇତା Sāni ghaitā
- ଗ୍ରା. ବି — ପରିତ୍ୟକ୍ତା ବା ବିଧବା ସ୍ତ୍ରୀର ବିନା ବିବାହରେ ରକ୍ଷକ ପୁରୁଷ — 1. A man with whom a widow or a woman forsaken by her husband lives as husband and wife without a formal marriage
- ଗ୍ରା. ବି — ଦୁତିଅ ବିବାହର ସ୍ୱାମୀ — A widow's second husband (amongst the Ṡūdras)