ସାନନ୍ଦ Sānanda
- ସଂ. ବିଣ. ପୁଂ (ବହୁବ୍ରୀହି ସ+ଆନନ୍ଦ) — ସହର୍ଷ; ଆହ୍ଲାଦିତ — Glad; joyous; deflighted
- ବି — ଷୋଡ଼ଶ ଧ୍ରୁବକାନ୍ତର୍ଗତ ଧ୍ରୁବକ— ବିଶେଷ (ସଙ୍ଗୀତ ଦାମୋଦର) — One of the 6 classes of refrains in Hindu music
- ବି — [ଦ୍ର—ଏଥିରେ 18 ଟି ଅକ୍ଷର ଓ ଏଥିର ବ୍ଯବହାର ପ୍ରାୟ ବୀରରସ ବର୍ଣ୍ଣନରେ ହୁଏ—ହି. ଶ)।] — [ଦ୍ର—ଏଥିରେ18ଟି ଅକ୍ଷର ଓ ଏଥିର ବ୍ଯବହାର ପ୍ରାୟ ବୀରରସ ବର୍ଣ୍ଣନରେ ହୁଏ—ହି. ଶ)]
- ବି — ଗୁଚ୍ଛ— କରଞ୍ଜ—(ରାଜନିଘଣ୍ଟ) — A sort of tree
- ଦେ. ବି — ଲୋକଙ୍କୁ ଦିଆଯିବା ନାମ — A name given to males