ସାନନ୍ଦ୍ୱର Sānandwara

  • ସଂ. ବି — ବରାହପୁରାଣୋକ୍ତ ସମୁଦ୍ରର ଉତ୍ତର ଓ ମଳୟ ଗିରିର ଦକ୍ଷିଣସ୍ଥ ତୀର୍ଥବିଶେଷ — Name of a place of Hindi pilgrimage in Southern India
  • ସଂ. ବି — [ଦ୍ର—ଏଠାରେ ରାମସର ନାମକ ଗୋଟିଏ ପୁଷ୍କରିଣୀ ଅଛି।]