ସାଧବୀ Sādhabī
- ଦେ. ବି. ସ୍ତ୍ରୀ (ସଂ. ସାଧ୍ୱୀ) — ସାଧ୍ୱୀ; ସତୀ ସ୍ତ୍ରୀ — A chaste woman
- ଦେ. ବି. ସ୍ତ୍ରୀ (ସଂ. ସାଧ୍ୱୀ) — (ଉ—ଛାଡ଼ି ସାଧବୀ ପବିତ୍ରତା, ମତ୍ତ ହୋଇବେ ଅନ୍ଯ ଭର୍ତ୍ତା। ଜଗନ୍ନାଥ, ଭାଗବତ।)
- ଦେ. ବି. ସ୍ତ୍ରୀ (ସଂ. ସାଧ୍ୱୀ) — ଅହ୍ୟ ସ୍ତ୍ରୀ; ସଧବାସ୍ତ୍ରୀ — A woman whose husband is alive
- ଦେ. ବି. ସ୍ତ୍ରୀ (ସଂ. ସାଧ୍ୱୀ) — ସ୍ତ୍ରୀଲୋକଙ୍କ ନାମ — A name given to females