ସାଧନା Sādhanā

  • ସଂ. ବି. (ସାଧ ଧାତୁ=ନିଷ୍ପାଦନ କରିବା+ଭାବ. ଅନ+ଆ) — ସାଧନ (ଦେଖ) — Sādhana (See)
  • ସଂ. ବି. (ସାଧ ଧାତୁ=ନିଷ୍ପାଦନ କରିବା+ଭାବ. ଅନ+ଆ) — ସିଦ୍ଧିଲାଭ ପାଇଁ କରାଯିବା ଚେଷ୍ଟା ଓ ବିହିତ ପ୍ରକ୍ରିୟା — Expedients and means for accomplishment
  • ଦେ. ବି — ତାଲିମ୍ — Training